December 24, 20196 Minutes

ବ୍ୟକ୍ତିର ବିଚାର ଏବଂ ଗୁଣ ତାସହିତ ଯାତ୍ରା କରିଥାଏ ।  ଭଲ ଲୋକମାନେ ଦୂର ଦୂରାନ୍ତକୁ ଯାତ୍ରା କରି ସେମାନଙ୍କର ଭଲ ଗୁଣ ଚତୁର୍ଦିଗରେ ଖେଳାଇବା ଉଚିତ ବୋଲି ଗୁରୁ ନାନକ ବିଶ୍ଵାସ କରୁଥିଲେ ।

Ideas travel far and wide (Odia)